ଓଡ଼ିଶାର ଯୁକ୍ତ ଦୁଇ (+୨) ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ଦିଗରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛି। ଛାତ୍ରଛାତ୍ରୀମାନେ ପାରମ୍ପରିକ ପାଠପଢ଼ା ସହିତ ସିଧାସଳଖ ବଜାର ଚାହିଦା ଥିବା ବୈଷୟିକ ଦକ୍ଷତା ହାସଲ କରିବା ପାଇଁ ପରିଷଦ ପକ୍ଷରୁ ଦୁଇଟି ନୂତନ ଧନ୍ଦାମୂଳକ ବିଷୟ କୁ ଅନୁମୋଦନ ଦିଆଯାଇଛି। ଏଣିକି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ‘ସ୍ୱାସ୍ଥ୍ୟସେବା’ ଏବଂ ‘ପୋଷାକ ନିର୍ମାଣ ତଥା ଫ୍ୟାଶନ୍ ଡିଜାଇନିଂ’ … Continue reading +୨ ପାଠରେ ଏବେ ସାମିଲ ହେବ ସ୍ୱାସ୍ଥ୍ୟସେବା ଓ ପୋଷାକ ଡିଜାଇନିଂ ଭଳି ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ; ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ || Two new vocational courses like healthcare and clothing designing will now be included in +2; to be implemented from the academic year 2026-27
Copy and paste this URL into your WordPress site to embed
Copy and paste this code into your site to embed