ତେଲଙ୍ଗାନା ଗୁମ୍ଫାରୁ ମିଳିଲା ବ୍ରାହ୍ମୀ ଲିପିର ଦୁଇଟି ପ୍ରାଚୀନ ଶିଳାଲେଖ: ସାତବାହନ ବଂଶର ଖୋଲିବ ନୂଆ ରହସ୍ୟ || Two ancient Brahmi inscriptions found in Telangana cave: New secrets of Satavahana dynasty revealed

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) କୁ ମିଳିଛି ଏକ ବଡ଼ ସଫଳତା। ତେଲଙ୍ଗାନାର ଗୁଣ୍ଡରମ ପାହାଡ଼ର ଗୁମ୍ଫା ମଧ୍ୟରୁ ବ୍ରାହ୍ମୀ ଲିପିର ଦୁଇଟି ପ୍ରାଚୀନ ଶିଳାଲେଖ ଆବିଷ୍କୃତ ହୋଇଛି। ଏହି ଆବିଷ୍କାରକୁ ଭାରତର ପ୍ରାଚୀନ ଐତିହ୍ୟ ଓ ଇତିହାସ କ୍ଷେତ୍ରରେ ଏକ ଅମୂଲ୍ୟ ସମ୍ପତ୍ତି ବୋଲି କୁହାଯାଉଛି। ବ୍ରାହ୍ମୀ ଲିପିକୁ ଭାରତର ସବୁଠାରୁ ପ୍ରାଚୀନ ଲିପି ମାନାଯାଏ, ଯାହା ପ୍ରାୟ ସମସ୍ତ ଆଧୁନିକ ଭାରତୀୟ ଭାଷାର ଜନନୀ। ଏହି ଶିଳାଲେଖଗୁଡ଼ିକ ମାଧ୍ୟମରେ ଦାକ୍ଷିଣାତ୍ୟରେ ରାଜତ୍ୱ କରୁଥିବା … Continue reading ତେଲଙ୍ଗାନା ଗୁମ୍ଫାରୁ ମିଳିଲା ବ୍ରାହ୍ମୀ ଲିପିର ଦୁଇଟି ପ୍ରାଚୀନ ଶିଳାଲେଖ: ସାତବାହନ ବଂଶର ଖୋଲିବ ନୂଆ ରହସ୍ୟ || Two ancient Brahmi inscriptions found in Telangana cave: New secrets of Satavahana dynasty revealed