ବାହା ହେଲେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀ ।। Twin Wedding
ତେଲେଙ୍ଗାନାର ଏକ ଗାଁରେ ଦେଖିବାକୁ ମିଳିଛି ଏକ ବିରଳ ଓ ଆକର୍ଷଣୀୟ ବିବାହ ଦୃଶ୍ୟ । ଗୋଟିଏ ଦିନରେ ଗୋଟିଏ ମଣ୍ଡପରେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ଅନନ୍ୟ ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ଚାଲିଛି । ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲା ଘନପୁର ଗାଁର ଦୁଇ ଯାଆଁଳା ଭାଇ ବିଜୟ ଓ ବିନୟଙ୍କର ବିବାହ ନିଜାମବାଦ ଜିଲ୍ଲାର ଡେମୀ କାଲାନ ଗାଁର ଦୁଇ … Continue reading ବାହା ହେଲେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀ ।। Twin Wedding
Copy and paste this URL into your WordPress site to embed
Copy and paste this code into your site to embed