୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ
ଖରାଦିନକୁ ଆଖି ଆଗରେ ରଖି ୭୦ଜଣ ଜନସଂଖ୍ୟା ଥିବା ଗାଁରେ ନଳକୂପ ଖୋଳାଯିବ। ଯେଉଁ ଗାଁରେ ୭୦ରୁ ଅଧିକ ଜନସଂଖ୍ୟା ଥିବ ସେଠାରେ ୨ଟି ନଳକୂପ ବସିବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ପାନୀୟ ଜଳ ଯୋଗାଣ ବିଭାଗ। ଆବଶ୍ୟକ ପଡ଼ିଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଏପରିକି ଖରା ଦିନରେ ସୋଲାର ପମ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବେ ସରକାର। ଜଙ୍ଗଲ ଅଞ୍ଚଳରେ ସମସ୍ୟା … Continue reading ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ
Copy and paste this URL into your WordPress site to embed
Copy and paste this code into your site to embed