କ’ଣ ସତରେ ବାଂଲାଦେଶରେ ହେବାକୁ ଯାଉଛି ବିଦ୍ରୋହ ?

Bangladesh: ବାଂଲାଦେଶର ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ମୋହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ତାଙ୍କ ପ୍ରଶାସନ ବିରୁଦ୍ଧରେ “ଗୁଜବର ଏକ ଧାରା” ଚାଲିଛି। ଏପରି ପରିସ୍ଥିତିରେ ବାଂଲାଦେଶରେ ପ୍ରକୃତରେ କ’ଣ ଚାଲିଛି ତାହା ଜାଣିବା ଜରୁରୀ ହୋଇପଡ଼ିଛି। ବାଂଲାଦେଶରେ ସାମରିକା ବିଦ୍ରୋହ ଆଶଙ୍କା  କରାଯାଉଛି। କୁହାଯାଉଛି ଯେ ବାଂଲାଦେଶ ସେନା ବିଦ୍ରୋହର ପ୍ରସ୍ତୁତି କରୁଛି। ପ୍ରମାଣସ୍ୱରୂପ ରାଜଧାନୀ ଢାକା ସମେତ ଅନେକ ସହରର ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ବାଂଲାଦେଶୀ ସେନା … Continue reading କ’ଣ ସତରେ ବାଂଲାଦେଶରେ ହେବାକୁ ଯାଉଛି ବିଦ୍ରୋହ ?