Trump’s ‘temper’, Modi-Putin talks: This is how the world order is changing ।। ଟ୍ରମ୍ପଙ୍କ ‘ଟେମ୍ପର’,ମୋଦି-ପୁତିନ ଆଲୋଚନା : ଏମିତି ବଦଳୁଛି ବିଶ୍ୱବ୍ୟବସ୍ଥା

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁଭଳି ଭାରତ ଉପରେ ଟାରିଫ ବୋମା ଫିଙ୍ଗିଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। କେନ୍ଦ୍ର ସରକାର ଏହି ମୁଦ୍ଦାରେ ଅତ୍ୟନ୍ତ କୂଟନୈତିକ ଭାବେ ଆଗେଇ ଚାଲିଛନ୍ତି। ଏହି ସମୟରେ ବଜାର ବିଶେଷଜ୍ଞମାନେ ଏହି ମାମଲାକୁ ନିକଟରୁ ନିରୀକ୍ଷଣ ଓ ବୁଝିବାରେ ଲାଗିଛନ୍ତି। ଟ୍ରମ୍ପଙ୍କ ବଦଳିଯାଇଥିବା ଆଭିମୁଖ୍ୟକୁ ନେଇ ଏନର୍ଜି ପଲିସି ବିଶେଷଜ୍ଞ ନରେନ୍ଦ୍ର ତନେଜା ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ବିଶ୍ୱ ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି। … Continue reading Trump’s ‘temper’, Modi-Putin talks: This is how the world order is changing ।। ଟ୍ରମ୍ପଙ୍କ ‘ଟେମ୍ପର’,ମୋଦି-ପୁତିନ ଆଲୋଚନା : ଏମିତି ବଦଳୁଛି ବିଶ୍ୱବ୍ୟବସ୍ଥା