ଟ୍ରମ୍ପଙ୍କ ଟାରିଫ୍ ୱାର, ଆମେରିକାରୁ ଭାରତ ସବୁଠି ହାହାକାର
ଆମେରିକା ଟାରିଫର ପ୍ରଭାବ ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବଜାରରେ ଦେଖାଦେଇଛି ଲଗାତାର ଦ୍ୱିତୀୟ ଦିନ ଏବଂ କାରୋବାରୀ ସପ୍ତାହର ଶେଷ ଦିନରେ ପ୍ରାରମ୍ଭିକ କାରବାରରେ ସେନସେକ୍ସ ପ୍ରାୟ ୮୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଛି। ସେହିପରି ନିଫ୍ଟିରେ ମଧ୍ୟ ପ୍ରାୟ ୩୦୦ ପଏଣ୍ଟର ହ୍ରାସ ଦେଖାଦେଇଛି। ଏହା ସହିତ ପ୍ରାରମ୍ଭିକ କାରବାରରେ ଅମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାରେ ହ୍ରାସ ଦେଖାଦେଇଛି। ଟଙ୍କା ଅମେରିକୀୟ ଡଲାର ତୁଳନାରେ ୮୪.୯୯କୁ ଖସି ପଡ଼ିଛି। ଏକ ଦିନ ପୂର୍ବେ … Continue reading ଟ୍ରମ୍ପଙ୍କ ଟାରିଫ୍ ୱାର, ଆମେରିକାରୁ ଭାରତ ସବୁଠି ହାହାକାର
Copy and paste this URL into your WordPress site to embed
Copy and paste this code into your site to embed