ଟ୍ରମ୍ପଙ୍କ ଶୁଳ୍କ କୂଟନୀତି-ବିଶ୍ଵ ବଜାରରେ କୋଳାହଳ
ବିଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ଳ ଲଗାଇବା ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି ଓ ଏହାକୁ ନେଇ ପୁରା ଦମରେ ପୃଥିବୀରେ ବାଣିଜ୍ୟିକ ଯୁଦ୍ଧ ସୃଷ୍ଟିର ଆଶଙ୍କା ଦେଖାଦେଇଛି। ପ୍ରଥମେ କାନାଡା, ମେକ୍ସିକୋ ଓ ଚୀନ ଉପରେ ଶୁକ୍ଳ ଲଗାଇବାକୁ ନିଷ୍ପରି ନେବା ପରେ ଟ୍ରମ୍ପଙ୍କର କଡ଼ା ନଜର ଏବେ ୟୁରୋପୀୟ ୟୁନିଅନ ଉପରେ ପଡ଼ିଛି । ସେ କହିଛନ୍ତି ଯେ ୨୭ଟି ଦେଶ ବିଶିଷ୍ଟ କଷ୍ଟମସ ଓ … Continue reading ଟ୍ରମ୍ପଙ୍କ ଶୁଳ୍କ କୂଟନୀତି-ବିଶ୍ଵ ବଜାରରେ କୋଳାହଳ
Copy and paste this URL into your WordPress site to embed
Copy and paste this code into your site to embed