ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ରାଜ୍, ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ
ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଭାରତୀୟ ସମୟ ସୋମବାର ରାତି ସାଢେ ୧୦ଟା ବେଳେ ୪୭ତମ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ। ଶପଥ ଗ୍ରହଣ ପାଇଁ ଡୋନାଲ୍ଡ … Continue reading ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ରାଜ୍, ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ
Copy and paste this URL into your WordPress site to embed
Copy and paste this code into your site to embed