ଟ୍ରମ୍ପଙ୍କ ନିଷ୍ପତ୍ତି ବଢ଼ାଇଲା ଭାରତ ଚିନ୍ତା: ଆମେରିକା-ଇରାନ ମଧ୍ୟରେ ଶେଷ ହେଲା ଶାନ୍ତି ଚୁକ୍ତି ! || Trump’s decision increases India’s concerns: Peace deal between US-Iran ends!

ବିଶ୍ୱ ବଜାରରେ ଅଶୋଧିତ ତୈଳ ର ମୂଲ୍ୟ କିଛି ମାତ୍ରାରେ ହ୍ରାସ ପାଇବା ପରେ ପୁଣି ଥରେ ବୈଶ୍ୱିକ ସଙ୍କଟ ଗଭୀର ହେବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ବା ଅସ୍ଥାୟୀ ଯୁଦ୍ଧବିରତି ଶେଷ ହୋଇଥିବା ଘୋଷଣା କରିବା ପରେ ଆନ୍ତର୍ଜାତୀୟ ସ୍ତରରେ ହଲଚଲ ଆରମ୍ଭ ହୋଇଯାଇଛି। ପାରସ୍ୟ ଉପସାଗର ଅଞ୍ଚଳରେ ଉଭୟ ଦେଶ ମଧ୍ୟରେ ପୁଣି ଥରେ ଆକ୍ରମଣ ଓ ପ୍ରତି-ଆକ୍ରମଣ ବୃଦ୍ଧି ପାଇବା ପରେ … Continue reading ଟ୍ରମ୍ପଙ୍କ ନିଷ୍ପତ୍ତି ବଢ଼ାଇଲା ଭାରତ ଚିନ୍ତା: ଆମେରିକା-ଇରାନ ମଧ୍ୟରେ ଶେଷ ହେଲା ଶାନ୍ତି ଚୁକ୍ତି ! || Trump’s decision increases India’s concerns: Peace deal between US-Iran ends!