ଯେସାକୁ ତେସା ନୀତିରେ ନୂଆ ବାଣିଜ୍ୟକ ଶୁଳ୍କ ଲଗାଇଲେ ଟ୍ରମ୍ପ

America: ଅନ୍ୟ ଦେଶ ପରି ଏହା ହେଉଛି ପାରସ୍ପରିକ ଶୁଳ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଦେଶର ନୂଆ ବାଣିଜ୍ୟକ ନୀତିକୁ ଉନ୍ମୋଚନ କରିଛନ୍ତି। ଯାହା ଯେସାକୁ ତେସା ଶୁଳ୍କ ହୋଇଛି। ଅନ୍ୟ ଦେଶମାନେ ଯେପରି ଆମେରିକା ଜିନିଷ ଉପରେ ଅତ୍ୟଧିକ ଶୁଳ୍କ ଲଗାଉଛନ୍ତି ସେହିପରି ଶୁଳ୍କ ଅନ୍ୟ ଦେଶ ଜିନିଷ ଉପରେ ଆମେରିକା ନୂଆ ନୀତି ମାଧ୍ୟମରେ ଲଗାଇଛି। ଯଦିଓ ଏହା ଅଣ ଆର୍ଥିକ ପ୍ରତିବନ୍ଧକ, ସବସିଡି ଓ ଭାଟ ସିଷ୍ଟମ ଅନ୍ତର୍ଭୁକ୍ତିକୁ ନେଇ ଅସୁନ୍ଦର … Continue reading ଯେସାକୁ ତେସା ନୀତିରେ ନୂଆ ବାଣିଜ୍ୟକ ଶୁଳ୍କ ଲଗାଇଲେ ଟ୍ରମ୍ପ