Trump threatening India to additional tariffs over its continued participation in the BRICS ।। ଅଙ୍କଲ ଟ୍ରମ୍ପ ଭାରତ ଓ ବ୍ରିକ୍ସ ଉପରେ ରାଗିବାର କାରଣ କ’ଣ ?

ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା) ଏକ ଅର୍ଥନୈତିକ ମେଣ୍ଟ ଯାହା ବିଶ୍ୱ ଅର୍ଥନୀତିରେ ଆମେରିକୀୟ ଡଲାରର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ବିଭିନ୍ନ ରଣନୀତି ଗ୍ରହଣ କରୁଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶମାନଙ୍କୁ ୧୦% ଏବଂ ଏପରିକି ୧୦୦% ଟାରିଫ ଲଗାଇବା ପାଇଁ ଧମକ ଦେଇଛନ୍ତି, ଯଦି ସେମାନେ ଡଲାରର ବିଶ୍ୱ ମୁଦ୍ରା ଭାବେ ଆଧିପତ୍ୟକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତି। ଏହି ଧମକର ମୂଳ କାରଣ ହେଉଛି … Continue reading Trump threatening India to additional tariffs over its continued participation in the BRICS ।। ଅଙ୍କଲ ଟ୍ରମ୍ପ ଭାରତ ଓ ବ୍ରିକ୍ସ ଉପରେ ରାଗିବାର କାରଣ କ’ଣ ?