ଟ୍ରମ୍ପଙ୍କ ଟାରିଫ୍ ୱାର୍ ଭାରତ ପାଇଁ ହୋଇପାରେ ‘ଆପଦରେ ଅବସର’
Trump tariffs: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ, କାନାଡା, ମେକ୍ସିକୋ, ଭିଏତନାମ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ବାଂଲାଦେଶ ସମେତ ଅନେକ ଏସୀୟ ଦେଶ ଉପରେ ‘ରେସିପ୍ରୋକାଲ ଟାରିଫ୍’ ଲଗାଇବା ଦ୍ୱାରା ଭାରତ ପାଇଁ ବୈଶ୍ୱିକ ବ୍ୟାପାର ଏବଂ ଉତ୍ପାଦନ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବାର ଏକ ସୁଯୋଗ ମିଳିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ଭାରତ ପାଇଁ ଅନେକ ସୁଯୋଗ ସୃଷ୍ଟି କରିପାରେ। ଭାରତର ରପ୍ତାନି ପାଇଁ ଆମେରିକା ହେଉଛି ପ୍ରମୁଖ ଗନ୍ତବ୍ୟ ବଜାର। ଭାରତର … Continue reading ଟ୍ରମ୍ପଙ୍କ ଟାରିଫ୍ ୱାର୍ ଭାରତ ପାଇଁ ହୋଇପାରେ ‘ଆପଦରେ ଅବସର’
Copy and paste this URL into your WordPress site to embed
Copy and paste this code into your site to embed