Trump tariff india effect on daily essentials ।। କ’ଣ ଏବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆହୁରି ମହଙ୍ଗା ହେବ? ଟ୍ରମ୍ପଙ୍କ ଶୁଳ୍କ ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବାଣିଜ୍ୟ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ୧, ୨୦୨୫ ରୁ ଭାରତରୁ ଆମେରିକା ପଠାଯାଉଥିବା ସାମଗ୍ରୀ ଉପରେ ୨୫% ଟିକସ ଅର୍ଥାତ୍ ଶୁଳ୍କ ଲାଗୁ ହେବ। ଏହା ସହିତ ଜରିମାନା ମଧ୍ୟ ଲାଗୁ ହେବ। ଭାରତ ଋଷରୁ ଅସ୍ତ୍ରଶସ୍ତ୍ର ଏବଂ ତେଲ କିଣୁଥିବାରୁ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଛି ଯେ ଏହା ଆମ ଉପରେ କିପରି … Continue reading Trump tariff india effect on daily essentials ।। କ’ଣ ଏବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆହୁରି ମହଙ୍ଗା ହେବ? ଟ୍ରମ୍ପଙ୍କ ଶୁଳ୍କ ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ