Trump says Modi is a good person after receiving invitation || ମୋଦିଙ୍କ ନିମନ୍ତ୍ରଣ ପାଇ ଟ୍ରମ୍ପ କହିଲେ ସେ ଜଣେ ଭଲ ବ୍ୟକ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ କହିଛନ୍ତି ଯେ “ସେ ଆସନ୍ତା ବର୍ଷ ଭାରତ ଗସ୍ତ କରିବେ ଏବଂ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଆଲୋଚନା ବହୁତ ଭଲ ଚାଲିଛି, ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆଗକୁ ବଢ଼ୁଛି”। ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବନ୍ଧୁ ଏବଂ ଜଣେ ଭଲ ବ୍ୟକ୍ତି … Continue reading Trump says Modi is a good person after receiving invitation || ମୋଦିଙ୍କ ନିମନ୍ତ୍ରଣ ପାଇ ଟ୍ରମ୍ପ କହିଲେ ସେ ଜଣେ ଭଲ ବ୍ୟକ୍ତି