Trump is angry with India for Musk!।। ମସ୍କଙ୍କ ପାଇଁ ଭାରତ ଉପରେ ଟ୍ରମ୍ପ ଖପା!

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ବର ନଂ-୧ ଧନୀ ଏଲନ ମସ୍କଙ୍କ କଳି ଏବେ ବିଶ୍ଵରେ ଚହଳ ଖେଳେଇ ଥିବା ବେଳେ ଭାରତ ପାଇଁ ହୋଇପାରେ କାଳ। ଯୁଦ୍ଧବିରତି କ୍ରେଡିଟ ନମିଳିବା ପରେ ଭାରତ ଉପରେ ରହିଥିବା ଟ୍ରମ୍ପଙ୍କ ରାଗର ନିଆଁରେ ଘିଅ ଢାଳିଛନ୍ତି ମସ୍କ। ବିଶ୍ବର ଦୁଇ ଶକ୍ତିଶାଳୀ ବ୍ୟକ୍ତିଙ୍କ ମିତ୍ରତା ଯେପରି ଚକିତ କରିଥିଲା ଏବେ ସେମାନଙ୍କ ଶତ୍ରୁତା ମଧ୍ୟ ବଡ ବିପଦର ଆଶଙ୍କା ବଢାଇଛି। ଟ୍ରମ୍ପ – ମସ୍କଙ୍କ ଲଢେଇ କେବଳ … Continue reading Trump is angry with India for Musk!।। ମସ୍କଙ୍କ ପାଇଁ ଭାରତ ଉପରେ ଟ୍ରମ୍ପ ଖପା!