ଶୁଳ୍କ ବୃଦ୍ଧି ପୂର୍ବରୁ ଭାରତ, ଭିଏତନାମ ଓ ଇସ୍ରାଏଲ ସହ ଟ୍ରମ୍ପଙ୍କ ଆଲୋଚନା

Trump Tariff: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଇସ୍ରାଏଲ ଏବଂ ଭିଏତନାମ ସହ ବାଣିଜ୍ୟ ଚୁକ୍ତିକୁ ସୁରକ୍ଷିତ କରିବା ଏବଂ ଶୁଳ୍କକୁ ଏଡ଼ାଇବା ପାଇଁ ଆଲୋଚନା କରୁଛନ୍ତି ବୋଲି ସିଏନଏନ ରିପୋର୍ଟ କରିଛି । ବାଣିଜ୍ୟ ଅସନ୍ତୁଳନ ଦୂର କରିବା ଏବଂ ଆମେରିକାର ଏହି ପ୍ରମୁଖ ସହଯୋଗୀମାନଙ୍କଠାରୁ ଆମଦାନୀ ଉପରେ ନୂତନ ଶୁଳ୍କକୁ ରୋକିବା ଏହି ଆଲୋଚନାର ଉଦ୍ଦେଶ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଇସ୍ରାଏଲ ଏବଂ ଭିଏତନାମର ପ୍ରତିନିଧିଙ୍କ ସହ ବାଣିଜ୍ୟ … Continue reading ଶୁଳ୍କ ବୃଦ୍ଧି ପୂର୍ବରୁ ଭାରତ, ଭିଏତନାମ ଓ ଇସ୍ରାଏଲ ସହ ଟ୍ରମ୍ପଙ୍କ ଆଲୋଚନା