Trump administration is preparing to give a shock to Indians, H-1B visa lottery system will end ।। ଭାରତୀୟଙ୍କୁ ପୁଣି ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଟ୍ରମ୍ପ ପ୍ରଶାସନ, ସମାପ୍ତ ହେବ H-1B ଭିସା ଲଟେରୀ ବ୍ୟବସ୍ଥା

ଭାରତୀୟଙ୍କୁ ପୁଣି ଝଟକା ଦେଇପାରେ ଆମେରିକା । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ H-1B ଭିସା ପ୍ରଦାନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଲଟେରୀ ସିଷ୍ଟମ ମାଧ୍ୟମରେ ଦିଆଯାଉଥିବା ଏହି ଭିସା ଏବେ ଦରମା-ଭିତ୍ତିକ ଚୟନ ସିଷ୍ଟମ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ହ୍ୱାଇଟ୍ ହାଉସର ସୂଚନା ଏବଂ ନିୟାମକ ବ୍ୟାପାର କାର୍ଯ୍ୟାଳୟ ଏହି ସମ୍ପର୍କରେ ଏକ ପ୍ରସ୍ତାବ ଆଣିଛି। ଅଗଷ୍ଟ ୮ ତାରିଖରେ, ବିଶେଷ ବୃତ୍ତିରେ ନିୟୋଜିତ ଶ୍ରମିକଙ୍କ ପାଇଁ ଏଚ-୧ବି ଭିସା … Continue reading Trump administration is preparing to give a shock to Indians, H-1B visa lottery system will end ।। ଭାରତୀୟଙ୍କୁ ପୁଣି ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଟ୍ରମ୍ପ ପ୍ରଶାସନ, ସମାପ୍ତ ହେବ H-1B ଭିସା ଲଟେରୀ ବ୍ୟବସ୍ଥା