Tribal family ostracized for not serving liquor ।। ଶୁଦ୍ଧିକ୍ରିୟା ଭୋଜିରେ ହାଣ୍ଡିଆ ନଦେବାରୁ ଆଦିବାସୀ ପରିବାରକୁ ନିଆଁ ପାଣି ବାସନ୍ଦ

ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେନି ବୋଲି ପୁରା ପରିବାରଙ୍କୁ ବାସନ୍ଦ କଲେ ଗାଁ ଲୋକ। ଗାଁ କୂଅ, ପୋଖରୀରୁ ପାଣି ନେଇପାରିବନି । ଦୋକାନ ଯାଇପାରିବନି । ଗାଁ ଲୋକଙ୍କ ସହ କଥା ହୋଇପାରିବେନି ପରିବାର। ମୟୂରଭଞ୍ଜ ଜିଲ୍ଲାର ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ଆୟୋଜିତ ଶୁଦ୍ଧିକ୍ରିୟା ଭୋଜିରେ ‘ହାଣ୍ଡିଆ’ ନଦେବାରୁ ଗ୍ରାମବାସୀମାନେ ଏକ ଆଦିବାସୀ ଦମ୍ପତି ଏବଂ ସେମାନଙ୍କର ତିନି ସନ୍ତାନଙ୍କୁ ବାସନ୍ଦ କରିଥିବା ପୋଲିସ କହିଛି। ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେଇଥିବା … Continue reading Tribal family ostracized for not serving liquor ।। ଶୁଦ୍ଧିକ୍ରିୟା ଭୋଜିରେ ହାଣ୍ଡିଆ ନଦେବାରୁ ଆଦିବାସୀ ପରିବାରକୁ ନିଆଁ ପାଣି ବାସନ୍ଦ