Trees in India are not getting enough Sunlight ।। ଭାରତରେ ଗଛଗୁଡ଼ିକ ଆଲୁଅ ପାଉନାହାଁନ୍ତି

ସମଗ୍ର ଦେଶରେ ବନୀକରଣ କାର୍ଯ୍ୟକ୍ରମ ଯୋଗୁଁ ଭାରତର ସବୁଳିମା ବୃଦ୍ଧି ପାଉଥାଇପାରେ, କିନ୍ତୁ ଗଛଗୁଡ଼ିକ ସଠିକ୍ ଭାବରେ ଆଲୋକ ସଂଶ୍ଳେଷଣ କରିବାରେ ସକ୍ଷମ ହୋଇପାରୁ ନ ଥିବାରୁ ଆମ ଜଙ୍ଗଲର ସ୍ୱାସ୍ଥ୍ୟ ହ୍ରାସ ପାଉଛି ବୋଲି ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନକ୍ନୋଲୋଜି (ଆଇଆଇଟି)ର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଜଙ୍ଗଲର ଅବକ୍ଷୟ ଜୈବବିବିଧତା, ସାଇଜ୍ – ଉତ୍ପାଦନ, ବନବାସୀଙ୍କ ଜୀବିକା ଓ ଦୀର୍ଘକାଳୀନ ଜଳବାୟୁ ସହନଶୀଳତା ବିପଦ ସୃଷ୍ଟି କରିପାରେ ବୋଲି … Continue reading Trees in India are not getting enough Sunlight ।। ଭାରତରେ ଗଛଗୁଡ଼ିକ ଆଲୁଅ ପାଉନାହାଁନ୍ତି