ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ବିଶ୍ୱ ଭ୍ରମଣ
‘ଟ୍ରାଭେଲ ଉଇଥ ଜୋ’ ନାମକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଜଣେ ପାକିସ୍ତାନୀ ଗୁଇନ୍ଦା ବୋଲି ଜଣାପଡ଼ିଛି। ସେ ଟ୍ରାଭେଲ ବ୍ଲଗ ତିଆରି କରୁଥିଲେ। ବର୍ତ୍ତମାନ ତାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଛି। ପଚରାଉଚରା ସମୟରେ ସେ ନିଜେ ସ୍ୱୀକାର କରିଛନ୍ତି ଯେ ସେ ପାକିସ୍ତାନୀ ହ୍ୟାଣ୍ଡଲର ପାଇଁ ସୂଚନା ସଂଗ୍ରହ କରୁଥିଲେ। ଏହା ବଦଳରେ ତାଙ୍କୁ ପ୍ରଚୁର ଅର୍ଥ ମିଳୁଥିଲା ଏବଂ ଅନେକ ଦେଶ ବୁଲିବାର ସୁଯୋଗ ମଧ୍ୟ … Continue reading ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ବିଶ୍ୱ ଭ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed