୨୦୨୪ରେ ଅଧିକ ଭାରତୀୟମାନଙ୍କ ପସନ୍ଦ ଆବୁଧାବି

Travel: ଅନେକ ଲୋକ ବର୍ଷର ଶେଷ ମାସରେ ଯାତ୍ରା(Travel) କରିବାକୁ ଯୋଜନା କରନ୍ତି । ବର୍ଷର ଶେଷ ମାସ ଯାତ୍ରା ପାଇଁ ଉପଯୁକ୍ତ ବୋଲି କୁହାଯାଏ । ଶୀତ ଋତୁରେ ଦେଶ ବା ବିଦେଶ ଗସ୍ତରେ ଯିବାର ଆନନ୍ଦ ହିଁ ଅଲଗା । ଯଦିଓ ଭାରତୀୟମାନେ ବର୍ଷସାରା ଅନେକ ସ୍ଥାନକୁ ଯାତ୍ରା କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଶୀତଦିନରେ କେଉଁ ବିଦେଶୀ ସ୍ଥାନରେ ଭାରତୀୟମାନେ ଅଧିକ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି? ଏହି ସ୍ଥାନଟି ହେଉଛି … Continue reading ୨୦୨୪ରେ ଅଧିକ ଭାରତୀୟମାନଙ୍କ ପସନ୍ଦ ଆବୁଧାବି