କମ୍ ବଜେଟରେ ବୁଲନ୍ତୁ ଓଡ଼ିଶାର ଏହି ସ୍ଥାନ

Odisha: ପ୍ରାୟତଃ ଶୀତଦିନେ ଲୋକମାନେ ବାହାରକୁ ଯିବା ପାଇଁ ପସନ୍ଦ କରନ୍ତି । ଯଦି ଆପଣ ଓଡ଼ିଶାରେ ଅଛନ୍ତି କିମ୍ବା ବୁଲିବାକୁ ଆସୁଛନ୍ତି ତେବେ ଏହି ସ୍ଥାନ ନିଶ୍ଚିନ୍ତ ବୁଲନ୍ତୁ । ନଦନଦୀ, ମନୋରମ ବେଳାଭୂମି, ସୁଉଚ୍ଚ ଗିରିଶୃଙ୍ଗ ସହ ଓଡ଼ିଶାର ପ୍ରତି ପ୍ରାନ୍ତରେ ବହୁପ୍ରାଚନୀ ଦେବାଦେବୀ ମନ୍ଦିର ଦେଖିବାକୁ ମିଳେ । ପ୍ରତିଟି ମନ୍ଦିର ସ୍ବତନ୍ତ୍ର ମହାତ୍ମ୍ୟ ବହନ କରେ । ତାହା ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଅବା ବଲାଙ୍ଗୀରର ହରିଶଙ୍କର … Continue reading କମ୍ ବଜେଟରେ ବୁଲନ୍ତୁ ଓଡ଼ିଶାର ଏହି ସ୍ଥାନ