Trans Women ।। ପୁଅରୁ ହୋଇଗଲେ ଝିଅ । ଜାଣନ୍ତୁ ପୁଅରୁ ଝିଅ କଲେ କାହିଁକି ?

“ଥିଲେ ପୁଅ, ହେଲେ ଝିଅ” — ଏହି କଥାଟିକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ସମୀରା ନାୟକ । ଜନ୍ମରୁ ସମୀର ନାୟକ ଭାବେ ପରିଚିତ ଥିବା ସମୀରା ଆଜି ଜଣେ ସଫଳ ଟ୍ରାନ୍ସ ଓମେନ୍, ଚିତ୍ରଶିଳ୍ପୀ ଓ ଅତିଥି ଅଧ୍ୟାପିକା ଭାବେ ପରିଚିତ । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିବା ସମୀର ନାୟକ ଶୈଶବକାଳରୁ ନିଜ ମନ ଭିତରେ ଜଣେ ଝିଅର ଅସ୍ତିତ୍ୱକୁ ଅନୁଭବ କରୁଥିଲେ । ଯଦିଓ … Continue reading Trans Women ।। ପୁଅରୁ ହୋଇଗଲେ ଝିଅ । ଜାଣନ୍ତୁ ପୁଅରୁ ଝିଅ କଲେ କାହିଁକି ?