Train travel has become more expensive from today, fares have been increased from AC to NON-AC ! ।। ଆଜିଠାରୁ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା, AC ରୁ ନେଇ NON-AC ପର୍ଯ୍ୟନ୍ତ ବଢିଲା ଭଡ଼ା!

ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର । ଆସନ୍ତା ମାସରୁ ରେଳ ଯାତ୍ରୀମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । କୋଭିଡ-୧୯ ମହାମାରୀ ପରେ ଭାରତୀୟ ରେଳ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ଭଡ଼ା ବୃଦ୍ଧି କରିବାକୁ ଯାଉଛି । ଭଡ଼ାରେ ସାମାନ୍ୟ ବୃଦ୍ଧି ୧ ଜୁଲାଇ ୨୦୨୫ ରୁ କାର୍ଯ୍ୟକାରୀ ହେବ । ଇକୋନୋମିକ୍ ଟାଇମ୍ସ ସୂତ୍ରରୁ ଜଣାପଡ଼ିଛି ଯେ ନନ୍-ଏସି ମେଲ୍ … Continue reading Train travel has become more expensive from today, fares have been increased from AC to NON-AC ! ।। ଆଜିଠାରୁ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା, AC ରୁ ନେଇ NON-AC ପର୍ଯ୍ୟନ୍ତ ବଢିଲା ଭଡ଼ା!