ପ୍ରବାସୀ ଭାରତୀୟ ଦିବସ ପାଇଁ ଜାଣନ୍ତୁ ଭୁବନେଶ୍ୱରରେ ଟ୍ରାଫିକ କଟକଣା

Traffic restrictions in Bhubaneswar for Pravasi Bharatiya Divas: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଯାତାୟାତ ଉପରେ କଟକଣା ରହିବ। ନିର୍ଦ୍ଦିଷ୍ଟ ସମୟରେ ମୁଖ୍ୟ ରାସ୍ତା ବନ୍ଦ ହୋଇଯିବ। ଆସନ୍ତା ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ … Continue reading ପ୍ରବାସୀ ଭାରତୀୟ ଦିବସ ପାଇଁ ଜାଣନ୍ତୁ ଭୁବନେଶ୍ୱରରେ ଟ୍ରାଫିକ କଟକଣା