Traffic advisory from Commissionerate Police, big changes coming || କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ପରାମର୍ଶ, ହେବ ବଡ ପରିବର୍ତ୍ତନ

କମିଶନରେଟ୍ ପୋଲିସ ମଙ୍ଗଳବାର ଏକ ସାର୍ବଜନୀନ ନୋଟିସ ଜାରି କରି ୧୭ତମ ଓଡ଼ିଶା ବିଧାନସଭାର ପଞ୍ଚମ ଅଧିବେଶନ, ଯାହା ୨୭ ନଭେମ୍ବରରୁ ୩୧ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି, ଏଥିପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ବିଧାନସଭା ଚାରିପାଖରେ ସୁରକ୍ଷା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଅର୍ଡର) ନିୟମାବଳୀ, ୨୦୦୮ର ନିୟମ ୩୬ ଅନୁଯାୟୀ … Continue reading Traffic advisory from Commissionerate Police, big changes coming || କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ପରାମର୍ଶ, ହେବ ବଡ ପରିବର୍ତ୍ତନ