ନୂଆ ବେତନ କମିଶନ ଗଠନ ହେଉ: ନିର୍ମଳାଙ୍କ ପାଖରେ ଦାବି ରଖିଲେ ଶ୍ରମିକ ସଂଗଠନ

ଫେବ୍ରୁଆରୀ ପହିଲାରେ ଆସିବ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହା ପୂର୍ବରୁ ପ୍ରାକ୍‌ ବଜେଟ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏଥିରେ ସଂଗଠନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ପେନ୍‌ସନ ମାସିକ ୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୮ମ ବେତନ ଆୟୋଗ ଗଠନ ଏବଂ ଆଗାମୀ ବଜେଟରେ ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ ଦାବି କରିଛନ୍ତି। … Continue reading ନୂଆ ବେତନ କମିଶନ ଗଠନ ହେଉ: ନିର୍ମଳାଙ୍କ ପାଖରେ ଦାବି ରଖିଲେ ଶ୍ରମିକ ସଂଗଠନ