ୟଶଙ୍କ ଜନ୍ମଦିନରେ ରିଲିଜ ହେଲା ‘ଟକ୍ସିକ’ ଟିଜର

Toxic teaser Out: ସାଉଥ ସୁପରଷ୍ଟାର ୟଶ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେଜିଏଫ୍ ଫିଲ୍ମ ଫ୍ରାଞ୍ଚାଇଜ୍ ରୁ ଗ୍ଲୋବାଲ୍ ଷ୍ଟାର ପାଲଟିଥିବା ୟଶ ୨୦୦୭ରେ ଡେବ୍ୟୁ କରିଥିଲେ। ଆଜି ସେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକମାନେ ଦୀର୍ଘ ଦିନ ଧରି ଅଭିନେତାଙ୍କ ଜନ୍ମଦିନକୁ ନେଇ ଉତ୍ସାହିତ ଥିଲେ କାରଣ ଏହି ଦିନରେ ସେ ତାଙ୍କ ନୂତନ ଚଳଚ୍ଚିତ୍ର ‘ଟକ୍ସିକ୍‘ର ଟ୍ରେଲର … Continue reading ୟଶଙ୍କ ଜନ୍ମଦିନରେ ରିଲିଜ ହେଲା ‘ଟକ୍ସିକ’ ଟିଜର