ଏଠାରେ ନଦୀରେ ନୌବିହାର ସହ ସ୍କାଏ ଓ୍ଵାକର ମଜା ନେଉଛନ୍ତି ପର୍ଯ୍ୟଟକ
ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକାର ସ୍ଵତନ୍ତ୍ର ସ୍ଥାନ ରହିଛି । ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭାବେ ଭିତରକନିକା ବେଶ୍ ପରିଚିତ । ଯେଉଁଥି ପାଇଁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିଡ ଜମାଇଥାନ୍ତି ଭିତରକନିକାରେ । ଭିତରକନିକାର ଧଳା କୁମ୍ଭୀର, ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀ,ଦଳ ଦଳ ହରୀଣ ପଲ , ମିୟୁଜିୟମ,ବୋଟ୍ଟ ଲାଇବ୍ରେରୀ,ସ୍କାଏ ଓ୍ଵାକ୍,ମ୍ୟାନଗ୍ରୁପ୍ ନର୍ସରୀ ଓ ନଦୀରେ ନୌବିହାର ପର୍ଯ୍ୟଟକମାନଙ୍କୁ ଆନମନା କରେ । ଯେଉଁଥି ପାଇଁ ହଜାର ହଜାର ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି । … Continue reading ଏଠାରେ ନଦୀରେ ନୌବିହାର ସହ ସ୍କାଏ ଓ୍ଵାକର ମଜା ନେଉଛନ୍ତି ପର୍ଯ୍ୟଟକ
Copy and paste this URL into your WordPress site to embed
Copy and paste this code into your site to embed