ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ସେନା ଏବଂ ଭାରତର ସ୍ଥିତି || Top 10 most powerful armies in the world and India’s position

୨୦୨୫ ମସିହାର ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଏବଂ ବିପଜ୍ଜନକ ସେନା ବିଷୟରେ। ଏହି ତାଲିକା ପ୍ରସ୍ତୁତ କରାଯାଇଛି ସେନା ବଜେଟ୍, ସୈନ୍ୟ ସଂଖ୍ୟା, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ସମ୍ବଳ ଆଧାରରେ। ଏଥିରେ ଭାରତର ସ୍ଥାନ କେଉଁଠି? ଆମର ପଡ଼ୋଶୀ ଶତ୍ରୁ ଦେଶ ଚୀନ ଏବଂ ପାକିସ୍ତାନ କେଉଁ ସ୍ଥାନରେ ଅଛନ୍ତି? ଏବଂ ଉତ୍ତର କୋରିଆ କିପରି ନିଜର ଶକ୍ତି ବୃଦ୍ଧି କରି ସାରା ବିଶ୍ୱକୁ ଚକିତ କରିଛି। ଆମେରିକା – ବିଶ୍ୱର ଏକ ନମ୍ବର … Continue reading ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ସେନା ଏବଂ ଭାରତର ସ୍ଥିତି || Top 10 most powerful armies in the world and India’s position