ତ୍ୱଚାରେ ଚମକ ଆଣେ ଟୁଥ୍‌ପେଷ୍ଟ

Toothpaste: ଟୁଥ୍‌ପେଷ୍ଟରେ ଆମେ ସକାଳେ ଦାନ୍ତ ସଫା କରି କରିଥାଉ। ଏହାସହ ଆମ ଶରୀରର କୌଣସି ସ୍ଥାନରେ ଜଳି ଗଲେ ଆମେ ସେହି ସ୍ଥାନରେ ଟୁଥ୍‌ପେଷ୍ଟକୁ ଲଗେଇଥାଉ। ହେଲେ ଆପଣ କେବେ ଏହାକୁ ଆପଣଙ୍କ ତ୍ୱଚାରେ ଲଗାଇବା ପାଇଁ ଭାବିଛନ୍ତି କି? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ। ଆପଣ ଏହାକୁ ଫେସ୍‌ପ୍ୟାକ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ? ବ୍ଲାକହେଡସ୍‌ରୁ ମୁକ୍ତି ପାଆନ୍ତୁ ବ୍ଲାକହେଡସ୍‌ … Continue reading ତ୍ୱଚାରେ ଚମକ ଆଣେ ଟୁଥ୍‌ପେଷ୍ଟ