ଦାନ୍ତରେ ବିନ୍ଧା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

Tooth Pain: ଅନକ ସମୟରେ କୌଣସି ଖାଦ୍ୟକୁ ଚୋବାଇବା ସମୟରେ ଦାନ୍ତ ଖୁବ ଜୋରରେ ବିନ୍ଧା ହୋଇଥାଏ । ଏପରିକି ପାଣି ପିଇବା ସମୟର ହେଉ କିମ୍ବା କିଛି ନିର୍ଦ୍ଦଷ୍ଟ ଖାଦ୍ୟ ବା ପାନୀୟ ଗ୍ରହଣ କରିବା ସମୟରେ ହେଉ ଦାନ୍ତ ଝିମା ମାରିଥାଏ । ଏହାକୁ ଟିନ୍ ସେନସିଟିଭିଟି କୁହାଯାଏ । ଥଣ୍ଡା ଓ ଗରମ ଖାଦ୍ୟ ଖାଉଥିଲେ ମଧ୍ୟ ଦାନ୍ତରେ ଏପରି ସ୍ପର୍ଶ କାତରତା ଦେଖାଦିଏ। ହେଲେ କିଛି ଘରୋଇ ଉପାୟରେ ଆପଣ ଏହି … Continue reading ଦାନ୍ତରେ ବିନ୍ଧା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର