କେଜି ୨ ଟଙ୍କାରେ ବିକ୍ରି ହେଉଛି ଟମାଟୋ; ହତାଶ ଚାଷୀ
Tomatoe: ଢେଙ୍କାନାଳର ଟମାଟୋ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ କିଲୋ ପିଛା ମାତ୍ର ୨ ଟଙ୍କାରେ ବିକ୍ରି କରୁଛନ୍ତି। ଢେଙ୍କାନଳର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଗଦିଁଆ ବ୍ଲକ ଅନ୍ତର୍ଗତ ହତାଇବାରୀ ଗାଁର ଶତାଧିକ ଚାଷୀଙ୍କ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବାରୁ ଏଠାକାର ଚାଷୀମାନେ ନିରାଶ ହୋଇପଡ଼ିଛନ୍ତି। ପାରମ୍ପରିକ ଭାବେ ଟମାଟୋ ଚାଷ ଉପରେ ନିର୍ଭରଶୀଳ ସ୍ଥାନୀୟ କୃଷକମାନେ ଜୀବିକା ନିର୍ବାହ କରିବା ଅସମ୍ଭବ ହୋଇପଡିଛି। ମୂଲ୍ୟ … Continue reading କେଜି ୨ ଟଙ୍କାରେ ବିକ୍ରି ହେଉଛି ଟମାଟୋ; ହତାଶ ଚାଷୀ
Copy and paste this URL into your WordPress site to embed
Copy and paste this code into your site to embed