କ’ଣ କହୁଛି ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଆଜିର ଦିନ…

Rashifal: ଫେବୃଆରି ୧୩ରେ ଚନ୍ଦ୍ର ସିଂହ ରାଶି ଓ ମାଘ ନକ୍ଷତ୍ରରେ ରହିବ। ଏହା ହେଉଛି ଫାଲଗୁନ କୃଷ୍ଣ ମାସର ପ୍ରତିପଦା ତିଥି ଓ ଶୋଭନ ଯୋଗ । ୧୩ ଫେବୃଆରି ଶୁକ୍ରବାର କେମିତି ରହିବ? ଜ୍ୟୋତିଷ ପଣ୍ଡିତ ଶଶିଶେଖର ତ୍ରିପାଠୀଙ୍କ ଠାରୁ ଜାଣନ୍ତୁ ଆପଣଙ୍କ ରାଶିଫଳ । ମେଷ ରାଶିର ବ୍ୟକ୍ତିମାନେ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବେ। ଅଟକି ରହିଥିବା କାମ ପୂରା ହେବ ଓ ବ୍ୟବସାୟରେ ଭଲ ଲାଭ ହେବ। … Continue reading କ’ଣ କହୁଛି ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଆଜିର ଦିନ…