ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ବଢ଼ିଲା ଦର
Gold Rate: ବିବାହ ଋତୁ ହେଉ କି କୌଣସି ଶୁଭ କାର୍ଯ୍ୟାନୁଷ୍ଠାନ, ଭାରତୀୟ ମାନଙ୍କର ପ୍ରଥମ ପସନ୍ଦ ହେଉଛି ସୁନା । ଲଗାତାର ଏହାର ଦର ବୃଦ୍ଧି ହେବା ସତ୍ୱେ ଲୋକମାନେ ଏହାକୁ ସେତେ ହିଁ ଉତ୍ସାହର ସହ କିଣୁଛନ୍ତି । ତେବେ ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ଆସିଥାଏ । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହାର ଦର ଜାଣିବା ନିହାତି ଅବଶ୍ୟକ। ଆଜି ଭାରତୀୟ ବଜାରରେ ୨୨ … Continue reading ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ବଢ଼ିଲା ଦର
Copy and paste this URL into your WordPress site to embed
Copy and paste this code into your site to embed