Gold Rate: ବିବାହ ଋତୁ ହେଉ କି କୌଣସି ଶୁଭ କାର୍ଯ୍ୟାନୁଷ୍ଠାନ, ଭାରତୀୟ ମାନଙ୍କର ପ୍ରଥମ ପସନ୍ଦ ହେଉଛି ସୁନା ।
ଲଗାତାର ଏହାର ଦର ବୃଦ୍ଧି ହେବା ସତ୍ୱେ ଲୋକମାନେ ଏହାକୁ ସେତେ ହିଁ ଉତ୍ସାହର ସହ କିଣୁଛନ୍ତି । ତେବେ ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ଆସିଥାଏ । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହାର ଦର ଜାଣିବା ନିହାତି ଅବଶ୍ୟକ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୯୮୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୫୫୦ ଓ ୬୦୦ ଟଙ୍କା ବଢିଛି। ଏହାସହ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ୮ ହଜାର ୭୩୯ ଟଙ୍କା ରହିଛି। ୨୨ କ୍ୟାରେଟ ପ୍ରତି ଗ୍ରାମ ପିଛା ଦର ୮,୦୧୧ ଟଙ୍କା ରହିଛି, ୧୮ କ୍ୟାରେଟ ସୁନା ଗ୍ରାମ ପ୍ରତି ୬ହଜାର ୫୫୫ ଟଙ୍କା ରହିଛି।
ALSO READ: https://purvapaksa.com/banakalagi-ritual-jagannath-temple-to-remain-shut-for-five-hours-today/