To whom Naveen call Banthu? ।। ନବୀନ କାହାକୁ କୁହନ୍ତି ବାଣ୍ଠୁ?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ପୁତ୍ର ନବୀନ କେମିତି ନେତାଙ୍କୁ ବ୍ୟବହାର କରନ୍ତି ଜାଣନ୍ତି? ଅବଶ୍ୟ ଏବେ ଗଣମାଧ୍ୟମରେ ଯେମିତି ଚର୍ଚ୍ଚାସବୁ ଚାଲିଛି ସେଥିରୁ ଆପଣମାନେ ଅଳ୍ପବହୁତେ ଜାଣୁଥିବେ। ନୁହେଁକି? ହେଲେ ଆଜି ଆପଣଙ୍କୁ ଏମିତି ଗୋଟିଏ କଥା କହିବି ଯାହାକୁ ଶୁଣିଲେ ଆପଣମାନେ କାନରେ ହାତ ଦେବେ। ଖାଲି ଯେ ନୂଆ ନେତା ତା’ ନୁହେଁ; ପୁରୁଣା, ଅଭିଜ୍ଞ ନେତାମାନଙ୍କୁ ମଧ୍ୟ ତାଚ୍ଛଲ୍ୟ କରିବାକୁ ଭୁଲନ୍ତି ନାହିଁ ନବୀନ। ସେମାନଙ୍କୁ ଡାକିବା ଲାଗି କୋଡ୍‍ ନାଁ … Continue reading To whom Naveen call Banthu? ।। ନବୀନ କାହାକୁ କୁହନ୍ତି ବାଣ୍ଠୁ?