ସରସ୍ୱତୀ ପୂଜା କଲେ ଦୁଷ୍କର୍ମ କରିବୁ,TMC ନେତାଙ୍କ ଆଇନ କଲେଜ ଛାତ୍ରୀଙ୍କୁ ଧମକ!

Saraswati Puja: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ସାଧାରଣ ସମ୍ପାଦକ ଶବିର ଅଲ୍ଲୀ ଯୋଗେଶ ଚନ୍ଦ୍ର ଚୌଧୁରୀ ଆଇନ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ସରସ୍ୱତୀ ପୂଜା ଆୟୋଜନ କରିବାକୁ ବାରଣ କରିଥିଲେ। ପୂଜା ଆରମ୍ଭ କଲେ ଛାତ୍ରୀମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଇଥିଲା। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ପ୍ରସିଦ୍ଧ ଆଇନ କଲେଜରେ ବିଦ୍ୟାର୍ଥୀଙ୍କୁ ସରସ୍ୱତୀ ପୂଜା ଆୟୋଜନ କରିବାକୁ ଅନୁମତି ଦିଆଗଲା ନାହିଁ। ଶାସକଦଳର ଜଣେ ସଂଖ୍ୟାଲଘୁ ଛାତ୍ର ନେତାଙ୍କ ଧମକ ପାଇଁ କଲେଜରେ … Continue reading ସରସ୍ୱତୀ ପୂଜା କଲେ ଦୁଷ୍କର୍ମ କରିବୁ,TMC ନେତାଙ୍କ ଆଇନ କଲେଜ ଛାତ୍ରୀଙ୍କୁ ଧମକ!