ତିରୁପତି ମନ୍ଦିରରେ ଦଳାଚକଟା ଘଟଣା: ଟୁକାନ ପାଇଁ ଖୋଲାଯାଇଥିଲା ୯୧ କାଉଣ୍ଟର, ଭିଡ଼ ଯୋଗୁଁ ଉପୁଜିଥିଲା ଏଭଳି ସ୍ଥିତି, କ୍ଷମା ମାଗିଲା TTD

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହିତ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ତିରୁମାଲା ତିରୁପତି ଦେବସ୍ଥାନମ(TTD) ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗିଛନ୍ତି ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ । ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହିଛନ୍ତି କି, ମନ୍ଦିରରେ ଏକାଦଶୀ ଦର୍ଶନ ପାଇଁ ଟୋକନ ବଣ୍ଟାଯିବାର ଥିଲା । ତେଣୁ ୯୧ କାଉଣ୍ଟର ଖୋଲାଯାଇଥିଲା । ହେଲେ … Continue reading ତିରୁପତି ମନ୍ଦିରରେ ଦଳାଚକଟା ଘଟଣା: ଟୁକାନ ପାଇଁ ଖୋଲାଯାଇଥିଲା ୯୧ କାଉଣ୍ଟର, ଭିଡ଼ ଯୋଗୁଁ ଉପୁଜିଥିଲା ଏଭଳି ସ୍ଥିତି, କ୍ଷମା ମାଗିଲା TTD