ଯମୁନାକୁ ମିଳିଲା ସାଥି ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଛି ଆଉ ଏକ ବାଘୁଣୀ । ବାଘୁଣୀର ନାଁ ରଖାଯାଇଛି ଗଙ୍ଗା । ଆଜି ସକାଳ ୯ଟାରେ ବାଘୁଣୀ ଗଙ୍ଗାକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଗଙ୍ଗାକୁ ଛଡାଯାଇଛି । ତାର ବୟସ ୩ ବର୍ଷ । ତାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ଆରସିସିଏଫ। କିଛି ଦିନ ଏନକ୍ଲୋଜରରେ ରଖି ତାର ଗତିବିଧି ଉପରେ ନଜର ରଖାଯିବ । ଏହାପରେ ଗଙ୍ଗାକୁ … Continue reading ଶିମିଳିପାଳରେ ‘ଗଙ୍ଗା’
Copy and paste this URL into your WordPress site to embed
Copy and paste this code into your site to embed