ଓଡ଼ିଶାରେ ଜଳବାୟୁରେ ତିଷ୍ଠୁନାହାନ୍ତି ଅନ୍ୟ ରାଜ୍ୟ ବାଘ
ଅନ୍ୟ ରାଜ୍ୟରୁ ଅଣାଯାଉଥିବା ମହାବଳ ବାଘ ଓଡ଼ିଶା ଜଙ୍ଗଲରେ ତିଷ୍ଠିପାରୁ ନାହାନ୍ତି। ୨୦୧୮ ମସିହାରେ ଦୁଇଟି ମହାବଳ ଆଣି ବାଘବଂଶ ବୃଦ୍ଧି ଯୋଜନା ଫେଲ୍ ମାରିଥିବାବେଳେ ଛଅବର୍ଷ ପରେ ପୁଣିଥରେ ଆଣିଥିବା ଆଉ ଦୁଇଟି ମହାବଳ ଏବେ ତିନିଟି ରାଜ୍ୟର ସରକାରଙ୍କୁ ନାକେଦମ କଲେଣି। ଓଡ଼ିଶାରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ନିରନ୍ତରଭାବେ ଉଦ୍ୟମ କରୁଛନ୍ତି। ଏଥିପାଇଁ ୨୦୧୮ ମସିହାରେ ଦୁଇଟି ମହାବଳ ଆଣିଥିଲେ। ବାଘ ମହାବୀର ଓ ବାଘୁଣି ସୁନ୍ଦରୀକୁ ମଧ୍ୟପ୍ରଦେଶରୁ … Continue reading ଓଡ଼ିଶାରେ ଜଳବାୟୁରେ ତିଷ୍ଠୁନାହାନ୍ତି ଅନ୍ୟ ରାଜ୍ୟ ବାଘ
Copy and paste this URL into your WordPress site to embed
Copy and paste this code into your site to embed