ବାରମ୍ବାର ତାଗିଦ ସତ୍ତ୍ୱେ ଓଡ଼ିଶାର ୩ ସାଂସଦ ଅନୁପସ୍ଥିତ, ବିଜେପି ପଠାଇବ ନୋଟିସ

BJP Whip: ହ୍ୱିପଯୋଗେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରିଥିଲା। ତଥାପି ଦଳର ୨୦ ଜଣ ସାଂସଦ ଆଜି ଲୋକସଭାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନ ଥିଲେ। ବାରମ୍ବାର ତାଗିଦ ସତ୍ତ୍ୱେ ଆଜି ଓଡ଼ିଶାରୁ ନିର୍ବାଚିତ ବିଜେପିର ତିନିଜଣ ଲୋକସଭା ସାଂସଦ ଅନୁପସ୍ଥିତ ରହିଛନ୍ତି। ଏହାଫଳରେ ମତ ବିଭାଜନରେ ବିଜେପିର ସଂଖ୍ୟା କମ୍‍ ଆସିଛି। ଏହାକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରୟକାଶ କରାଯାଇଛି। ସେମାନଙ୍କୁ ପାର୍ଟି ନୋଟିସ ପଠାଇବ ବୋଲି କେନ୍ଦ୍ରୀ ସ୍ତରରୁ ସୂଚନା … Continue reading ବାରମ୍ବାର ତାଗିଦ ସତ୍ତ୍ୱେ ଓଡ଼ିଶାର ୩ ସାଂସଦ ଅନୁପସ୍ଥିତ, ବିଜେପି ପଠାଇବ ନୋଟିସ