ଛତିଶଗଡ଼ରେ ପୁଣି ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
Maoists : ବିଜାପୁର ଓ ଦାନ୍ତେଓ୍ଵାଡା ଜିଲ୍ଲାର ଏକ ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ସକାଳ ପ୍ରାୟ ୮ଟା ବେଳେ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ବାମପନ୍ଥୀ ବିଦ୍ରୋହ ବିରୋଧରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଥିବା ବେଳେ ସଂଘର୍ଷଗ୍ରସ୍ତ ଦାନ୍ତେଓ୍ଵାଡା ଜିଲ୍ଲାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ୟୁନିଫର୍ମ ପିନ୍ଧିଥିବା ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ବସ୍ତର ପୁଲିସର ସୂଚନା ଅନୁଯାୟୀ, ଦାନ୍ତେଓ୍ଵାଡା-ବିଜାପୁରର ଆନ୍ତଃଜିଲ୍ଲା ଜଙ୍ଗଲ … Continue reading ଛତିଶଗଡ଼ରେ ପୁଣି ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
Copy and paste this URL into your WordPress site to embed
Copy and paste this code into your site to embed