୩ ନେତା, ୩ ଦଳ, ୩ କାହାଣୀ; ଆଉ ଗୋଟିଏ ନିଷ୍କର୍ଷ! || Three leaders, three parties, three stories; and one conclusion!

ସାଧାରଣତଃ କୁହାଯାଏ— “ରାଜନୀତିରେ ଆକାଂକ୍ଷା ବା ଆମ୍ବିସନ୍ ରହିବା ଭଲ, କିନ୍ତୁ ଅତି-ଉଚ୍ଚାକାଂକ୍ଷା (Over-ambition) ସର୍ବନାଶର କାରଣ ହୋଇଥାଏ।” ଭାରତୀୟ ରାଜନୀତିରେ ୨୦୧୯, ୨୦୨୪ ଏବଂ ୨୦୨୬— ଏହି ତିegଟି ବର୍ଷ ଏପରି କିଛି ପରିବର୍ତ୍ତନ ଆଣିଛି, ଯାହା ଆଞ୍ଚଳିକ ଦଳଗୁଡ଼ିକର ଭବିଷ୍ୟତକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆଜି ଆମେ କଥା ହେବା ତିନୋଟି ବଡ଼ ରାଜନୈତିକ କାହାଣୀ ବିଷୟରେ। • ତିନିଜଣ ହେଭିୱେଟ୍ ନେତା— ଉଦ୍ଧବ ଠାକରେ, ଶରଦ ପୱାର ଏବଂ ମମତା ବାନାର୍ଜୀ। • … Continue reading ୩ ନେତା, ୩ ଦଳ, ୩ କାହାଣୀ; ଆଉ ଗୋଟିଏ ନିଷ୍କର୍ଷ! || Three leaders, three parties, three stories; and one conclusion!