Three ISIS terrorists planning attacks in India arrested from Gujarat || ଗୁଜରାଟରୁ ଗିରଫ ହେଲେ ଭାରତରେ ଆକ୍ରମଣ ଯୋଜନା କରୁଥିବା ୩ ISIS ଆତଙ୍କବାଦୀ

ସାରା ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗରେ ରବିବାର ଦିନ ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ଅହମ୍ମଦାବାଦରୁ ISIS ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗୁଜରାଟ ATS ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ଗତ ବର୍ଷରୁ ଏହାର ରାଡାରରେ ଥିଲେ ଏବଂ ସେମାନେ ଅସ୍ତ୍ରଶସ୍ତ୍ର ଯୋଗାଣ ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା। ATS ଏକ ବିବୃତ୍ତିରେ କହିଛି “ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ବିନିମୟ ପାଇଁ ଗୁଜରାଟ ଆସିଥିଲେ ଏବଂ ଦେଶର ବିଭିନ୍ନ … Continue reading Three ISIS terrorists planning attacks in India arrested from Gujarat || ଗୁଜରାଟରୁ ଗିରଫ ହେଲେ ଭାରତରେ ଆକ୍ରମଣ ଯୋଜନା କରୁଥିବା ୩ ISIS ଆତଙ୍କବାଦୀ