Three Indians deported from India as illegal immigrants and went to Bangladesh || ଅବୈଧ ପ୍ରବାସୀ ଭାବେ ଭାରତରୁ ବିତାଡିତ ହୋଇ ବାଂଲାଦେଶ ଗଲେ ତିନି ଭାରତୀୟ

ମୁନ୍ତାଜ ଖାନ (୬୫), ଇନସାନ ଖାନ (୫୯) ଏବଂ ଅମୀନା ବିବି (୭୦) ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେମାନଙ୍କ ପରିବାର ସହିତ ଜିଲ୍ଲାରେ ରହୁଥିଲେ ବୋଲି ଜଣାପଡିଛି। ଏହି ତିନି ଜଣ କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଥିବା ଗରାପୁର ଗ୍ରାମର ବାସିନ୍ଦା ଥିଲେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ଡିସେମ୍ବର ୨୪ ତାରିଖରେ ବାଂଲାଦେଶ ପଠାଇ ଦିଆଯାଇଥିଲା। ଶୁକ୍ରବାର, କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି, “ଏହି ତିନି ଜଣ ଗରାପୁର … Continue reading Three Indians deported from India as illegal immigrants and went to Bangladesh || ଅବୈଧ ପ୍ରବାସୀ ଭାବେ ଭାରତରୁ ବିତାଡିତ ହୋଇ ବାଂଲାଦେଶ ଗଲେ ତିନି ଭାରତୀୟ