ପାକିସ୍ତାନ ଉପରେ ତିନି ପଟୁ ପରମାଣୁ ଆକ୍ରମଣ,ଭାରତ ସମେତ ତିନି ଦେଶଙ୍କ ପାଖରେ ଅଛି ନ୍ୟୁକ୍ଲିୟର ଟ୍ରାୟଡ କ୍ଷମତା

Nuclear Triad:  ନ୍ୟୁକ୍ଲିୟର ଟ୍ରାୟଡ ଏକ ଦେଶକୁ ଅଧିକ ସୁରକ୍ଷିତ କରିଥାଏ। ଏହା ଶତ୍ରୁକୁ ଆକ୍ରମଣ କରିବାରୁ ରୋକିଥାଏ ଏବଂ ଯଦି ଆକ୍ରମଣ ହୁଏ, ତେବେ ପ୍ରତିଆକ୍ରମଣ କରିବାର କ୍ଷମତା ପ୍ରଦାନ କରିଥାଏ। ଏହା ଏକ ଜଟିଳ ଓ ମହଙ୍ଗା ସିଷ୍ଟମ, କିନ୍ତୁ ଅନେକ ଦେଶ ପାଇଁ ଏହା ଜାତୀୟ ସୁରକ୍ଷାର ଏକ ମୁଖ୍ୟ ଅଂଶ। ପହଲଗାମ ଆକ୍ରମଣ ପରେ ଏହା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା:- ନ୍ୟୁକ୍ଲିୟର ଟ୍ରାୟଡ କ’ଣ, ଯାହା ଭାରତକୁ … Continue reading ପାକିସ୍ତାନ ଉପରେ ତିନି ପଟୁ ପରମାଣୁ ଆକ୍ରମଣ,ଭାରତ ସମେତ ତିନି ଦେଶଙ୍କ ପାଖରେ ଅଛି ନ୍ୟୁକ୍ଲିୟର ଟ୍ରାୟଡ କ୍ଷମତା