ଓଡ଼ିଶାରେ ଦୈନିକ ୩ଟି ବାଲ୍ୟ ବିବାହ, ନବରଙ୍ଗପୁର ଜିଲ୍ଲା ୧୩୪୭ ମାମଲା ସହ ଶୀର୍ଷରେ
Child marriage: ଗଞ୍ଜାମ ଜିଲ୍ଲା ୯୬୬ ମାମଲା ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ କୋରାପୁଟ ୬୩୬ ମାମଲା ସହ ତୃତୀୟ ସ୍ଥାନରେ ରହିଛି। ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୯ରୁ ଫେବୃଆରୀ ୨୦୨୫ ମଧ୍ୟରେ ସମଗ୍ର ଓଡ଼ିଶାରେ ୮୧୫୯ଟି ବାଲ୍ୟ ବିବାହ ହୋଇଛି। ବାଲ୍ୟବିବାହ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ଦୈନିକ ଅତି କମରେ ୩ଟି ଏଭଳି ମାମଲା ସାମ୍ନାକୁ ଆସୁଛି। ଆଦିବାସୀ ପ୍ରଥା, ଯୌତୁକ, … Continue reading ଓଡ଼ିଶାରେ ଦୈନିକ ୩ଟି ବାଲ୍ୟ ବିବାହ, ନବରଙ୍ଗପୁର ଜିଲ୍ଲା ୧୩୪୭ ମାମଲା ସହ ଶୀର୍ଷରେ
Copy and paste this URL into your WordPress site to embed
Copy and paste this code into your site to embed