ମଣିପୁରର ରାସ୍ତାରେ ‘ନ୍ୟାୟ’ ପାଇଁ କମ୍ପିଲା ହଜାର ହଜାର ମହିଳାଙ୍କ ଶାଣିତ ସ୍ୱର || Thousands of women’s voices tremble for ‘justice’ on the streets of Manipur

ତିନିବର୍ଷରୁ ମଣିପୁରରେ ଜଳୁଛି ଅଶାନ୍ତିର ନିଆଁ । ଗୋଷ୍ଟି କନ୍ଦଳ ଓ ଆତଙ୍କବାଦୀଙ୍କ ମିସାଇଲ ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଚାଲିଥିଲା ଲଢେଇ । ତେବେ ଏହା ମଧ୍ୟରେ ନିଆଁରେ ଘିଅ ଢାଳିଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ ଅଡିଓ ଲିକ୍ । ମଣିପୁରର କୁକି-ଅଧିକୃତ କାଙ୍ଗପୋକପି ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏହି ଜାତିଗତ ସଂଘର୍ଷରେ ଜଡିତ ଥିବା ସନ୍ଦେହ ଧୀରେ ଧୀରେ ଲୋକଙ୍କ ଭିତରେ ଦୃଢ ହେବାରେ … Continue reading ମଣିପୁରର ରାସ୍ତାରେ ‘ନ୍ୟାୟ’ ପାଇଁ କମ୍ପିଲା ହଜାର ହଜାର ମହିଳାଙ୍କ ଶାଣିତ ସ୍ୱର || Thousands of women’s voices tremble for ‘justice’ on the streets of Manipur